Jump to content

ଜାଦୁ

ଉଇକିଅଭିଧାନ‌ରୁ

ଜାଦୁ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଦଦ୍ରୁ)

[ସମ୍ପାଦନା]

ଦାଦୁ (ଦେଖ) - Dādu (See)

ବୈଦେଶିକ - ବିଶେଷ୍ୟ - (ଫା); ଢୁଳ. ପ୍ରାଚୀନ ସଂସ୍କୃତ - ଜାତୁ, ଜାତୁ ବିଦ୍ୟା— ଯୋଗେଶଚନ୍ଦ୍ର)

[ସମ୍ପାଦନା]
୧. କୁହୁକ; ଭେଲ୍ଲୀ; ମାୟା, ଇନ୍ଦ୍ରଜାନ; ଭୌତିକ ବିଦ୍ୟା —୧. Magic; sorcery.
୨. ବଶୀକରଣ ଆଦି ତାନ୍ତ୍ରିକ ବିଦ୍ୟା —୨. Mystic charm or enchantment.