ଜାଦୁଘର
ଦେଖଣା
ଜାଦୁଘର
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ଫ. ଜାଦୁ+ ସଂସ୍କୃତ - ଗୃହ; ଯେଉଁ ଘରର ଅଦ୍ଭୁତ ପଦାର୍ଥସମୂହ ଦର୍ଶକର ମନକୁ ମୁଗ୍ଧ କରେ)
[ସମ୍ପାଦନା]ପ୍ରାକୃତିକ ଓ ଶିଳ୍ପବିଜ୍ଞାନ ଜାତ ପଦାର୍ଥସମୂହ ସଂଗୃହୀତ ହୋଇ ରଖା ଯାଇଥିବା ସ୍ଥାନ; କୌତୁକା— ଗାର —Museum.
[ଦ୍ରଷ୍ଟବ୍ୟ —ଆଧୁନିକ ବଡ଼ ବଡ଼ ନଗରମାନଙ୍କରେ ବିଚିତ୍ର ବସ୍ତୁ— ବହୁଳ ଜାଦୁଘରମାନ ଅଛି ଭାରତବର୍ଷରେ କଲିକତାର ଜାଦୁଘର ପ୍ରାଧାନ]