Jump to content

ଜାନପଦ

ଉଇକିଅଭିଧାନ‌ରୁ

ଜାନପଦ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ଜନପଦ+ସମ୍ୱନ୍ଧାର୍ଥରେ ବା ଭାବାର୍ଥରେ ଅ)

[ସମ୍ପାଦନା]
୧. ଜନପଦ ସମ୍ୱନ୍ଧୀୟ —୧. Rural.
୨. ଜନପଦଜାତ; ଗ୍ରାମ୍ୟ —୨. Rustic.
୩. ନଗର ସମ୍ୱନ୍ଧୀୟ —୩. Pertaining to a city.

ସଂସ୍କୃତ - ବିଶେଷ୍ୟ - (+ସ୍ୱାର୍ଥେ. ଅ)

[ସମ୍ପାଦନା]
୧. ଜନପଦ; ଗ୍ରାମ; ଦେଶ — ୧. Country; inhibited tract of country.
୨. ନାଗରିକ —୨. Citizen.
୩. ଦେଶୁଆଲୋକ; ମଫସଲବାସିନ୍ଦା — ୩. Country-people; a rustic.
୪. କର; ମାଲଗୁକାରୀ (ହ. ଶବ୍ଦସାଗର) — ୪. Revenue; rent.
୫. (ହିନ୍ଦୁସ୍ମୃତି) ପ୍ରଜାବର୍ଗଙ୍କ ମଧ୍ୟରେ ପରସ୍ପର ବ୍ୟବହାର ସମ୍ୱନ୍ଧରେ ଲେଖାଯିବା ଦଲିଲର ଏକ ଶ୍ରେଣୀ (ହିନ୍ଦୀ - ଶବ୍ଦସାଗର) —୫. (HIndu law) A class of documents written in respect of the mutual dealings betwenthe subjects.

[ଦ୍ରଷ୍ଟବ୍ୟ —ଏହା ଦୁଇ ପ୍ରକାର,ଯାହା ପକ୍ଷ ମାନେ ନିଜ ହାତରେ ଲେଖନ୍ତି ସେଥିରେ ସାକ୍ଷୀ ପଡିବା ଦରକାର ହୁଏ ନାହିଁ, ଯାହା ନବିସିନ୍ଦା ଲେଖିଥାଏ ସେଥିରେ ସାକ୍ଷୀ ପଡ଼ନ୍ତି]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ଉତ୍କଳର ସ୍ୱାଧୀନ ରାଜାଙ୍କ ଅମଳରେ ଗ୍ରାମଶାସନ ପାଇଁ ଗଠିତ ଗ୍ରାମପଞ୍ଚ ବା ସଭା — Village-panchayet formed during the rule of the independent kings of Orissa.