ଜାନପଦୀ
ଦେଖଣା
ଜାନପଦୀ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ. (ଜନପଦ+ଅ ସ୍ତ୍ରୀ. ଇ)
[ସମ୍ପାଦନା]- ୧. ବୃତ୍ତି (ହ. ଶବ୍ଦସାଗର) —୧. Occupation.
- ୨. ଅପ୍ସରୋବିଶେଷ — ୨. Name if a heavenly nymph.
[ଦ୍ରଷ୍ଟବ୍ୟ —ଏହାଙ୍କୁ ଇନ୍ଦ୍ର ଶରଦ୍ଧାନ୍ ଋଷିଙ୍କ ତପସ୍ୟା ଭଙ୍ଗ କରିବାକୁ ପଠାଇଥିଲେ;ମହର୍ଷୀ ମୋହିତ ହୋଇ ତାଙ୍କର ଶତ୍ରୁପାତ ହେଲା ସେହି ଶୁକ୍ରରୁ କୃପ ଓ କୃପୀ ଜନ୍ମିଲେ (ହିନ୍ଦୀ - ଶବ୍ଦସାଗର)]