ଜାନି
=== ସଂସ୍କୃତ - ବିଶେଷଣ - (ବହୁବ୍ରୀହି ସମାସରେ ଜାୟା ଶବ୍ଦ ସ୍ଥାନରେ 'ଜାନି' ଆଦେଶ ହୁଏ)
ସ୍ତ୍ରୀ; ଭାର୍ଯ୍ୟା (ହି ଶବ୍ଦସାଗର) — Wife.
(ଯଥା—ଯୁବଜାନି, ସୀତାଜାନି, ରାକାବିଭାବରୀଜାନୀ)
[ଦ୍ରଷ୍ଟବ୍ୟ —ଏହା ସ୍ତ୍ରୀ ବାଚକ ଶବ୍ଦ ସାଙ୍ଗେ ସମାସ ହୁଏ]