Jump to content

ଜାନୁ

ଉଇକିଅଭିଧାନ‌ରୁ

ଜାନୁ

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ସଂସ୍କୃତ - ବିଶେଷ୍ୟ - (ଜନି ଧାତୁ=(ଗତି)ଜନାମାଇବା+କର୍ତ୍ତୃ ଉ)

[ସମ୍ପାଦନା]

ଊରୁସନ୍ଧ; ଆଣ୍ଠୁ —The knee.

ଦେଶଜ - ବିଶେଷ୍ୟ - (ପ୍ରାଚିନ ପଦ୍ୟ) (ଫାରାସୀ - ଜାନୁ=ଜଙ୍ଘ; ହିନ୍ଦୀ - ଶବ୍ଦସାଗର)

[ସମ୍ପାଦନା]

ଜଙ୍ଘ —Thigh.

ଆଣ୍ଠୁରୁ ଲିଙ୍ଗପଦ୍ମ ଯାଏ ଜାନୁ ଏ ବେନି ତାଳ ହୁଏ ପ୍ରାଚୀ. ପୂର୍ଣ୍ଣତମ ଚନ୍ଦ୍ରୋଦୟ