Jump to content

ଜାନୁଆର୍

ଉଇକିଅଭିଧାନ‌ରୁ

ଜାନୁଆର୍

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - (ଫାରାସୀ - ଜାନ୍ୱର୍=ଜୀବିତ)

[ସମ୍ପାଦନା]
୧. ଜୀବ;ଜନ୍ତୁ;ପ୍ରାଣୀ —୧. Animal.
୨. ପଶୁ —୨. Beast; brute.
୩. ପଶୁବତ୍ ମୂର୍ଖ ଓ ବିଚାର ହୀନ ବ୍ୟକ୍ତି — ୩. A poor thing; a stupid person.

ନିଶା ଖାନେସେ ଆଦ୍ମି ଜାନୁଆର୍ ତୋ ଯାତା ହେ ଫକୀରମୋହନ. ଛମାଣଆଠଗୁଣ୍ଠ