ଦେଶଜ - ବିଶେଷ୍ୟ - (ସଂସ୍କୃତ - ଯାନୁ ଯୌବନ)
[ସମ୍ପାଦନା]
(ଯୁବତୀର) ଜାନୁ ଓ ଅନ୍ୟ ଅବୟବମାନଙ୍କରେ ଯୌବନଯୋଗୁଁ ବିକଶିତ ଲକ୍ଷଣାଦି —Robust thing and other indications of youth of a woman.
ରୁଣୁଝୁଣୁ ହୋଇ ଗାଧୋଇ ପାଧୋଇ ନଈରୁ ଆସୁଛି ଗୋରୀ ଜାନୁ ଯଉବନ ସବୁ ଦିଶୁଅଛି ସବୁ ଲୁଗା ଫୁଟି କରି-ଢଗ