ଜାନୁ ଘଣ୍ଟ
ଦେଖଣା
ଜାନୁ ଘଣ୍ଟ
ଉଚ୍ଚାରଣ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ନାମ)
[ସମ୍ପାଦନା]ସତ୍ୟଯୁଗର ରାଜଚକ୍ରବର୍ତ୍ତିବିଶେଷ — Name of an ancient king of the golden age of the Hindu mythology.
[ଦ୍ରଷ୍ଟବ୍ୟ —ସତ୍ୟଯୁଗରେ ୬ ଜଣ ଚକ୍ରବର୍ତ୍ତି ରାଜତ୍ୱ କରି— ଥିଲେ ଯଥା—ବଳି, ବେଣ, ମାନ୍ଧାତା, ପୁରୁରର୍ବାଃ ଜାନୁଘଣ୍ଟ ଓ ପରଶୁରାମ ଉକ୍ତ ଜାନୁଘଣ୍ଟ ଦାନୁରେ ଘଣ୍ଟା ବାନ୍ଧିଥିଲେ ମାଦଳାପାଞ୍ଜିରେ ଏହାଙ୍କର ନାମୋଲ୍ଲେଖ ଅଛି କିନ୍ତୁ ସଂସ୍କୃତି ଗ୍ରନ୍ଥମାନଙ୍କରେ ଜାନୁଘଣ୍ଟ ପରିବର୍ତ୍ତରେ ଧୁନ୍ଦୁମାନ ନାମ ଉଲ୍ଲେଖ ଅଛି ଓ ପରଶୁରାମଙ୍କ ପରିବର୍ତ୍ତରେ କାର୍ତ୍ତବୀର୍ଯ୍ୟଙ୍କ ନାମ ଲେଖାଅଛି]