Jump to content

ଜାନ୍

ଉଇକିଅଭିଧାନ‌ରୁ

ଜାନ୍

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - (ଫା; ତୁଳ. ସଂସ୍କୃତ - ଜୀବନ)

[ସମ୍ପାଦନା]
୧. ଜୀବନ — ୧. Life.
୨. ପ୍ରାଣବାୟୁ; ଦମ୍ —୨. Breath of life.


ଅନୁବାଦ

[ସମ୍ପାଦନା]
୩. ଆତ୍ମା —୩. Soul.
୪. କୌଣସି ରାଗର ପ୍ରଧାନ ସ୍ୱର — ୪. The chefe tune of a musical air.

ପ୍ରାଦେଶିକ - (ସମ୍ୱଲପର) ବିଶେଷ୍ୟ -

[ସମ୍ପାଦନା]

ଦହି କରିବା ପାଇଁ ଦୁଧରେ ପକାଇବା ମହି —The small quantity of curd put into milk in order to turn it in to curd.