ଜାପ
ଦେଖଣା
ଜାପ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ଜପ୍ ଧାତୁ+ଭାବ. ଅ)
[ସମ୍ପାଦନା]- ୧. ଜପ; ମନ୍ତ୍ର ଜପିବା —୧. Muttering of prayer or esoteric formulas with the help of a bead.
- ୨. (+କର୍ତ୍ତୃ. ଅ) ମନ୍ତ୍ର ଜପକାରୀ ବ୍ୟକ୍ତି — ୨. A mutterer of mantras.
ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ସଂସ୍କୃତ - ଚାପ)
[ସମ୍ପାଦନା]- ୧. ବାହୁ ହାତ ବା ଦାନ୍ତଦ୍ୱାରା କୌଣସି ବସ୍ତୁକୁ ଧରିବାର ଅବସ୍ଥାରେ ଉକ୍ତ ବ୍ୟକ୍ତି ଅଜ୍ଞାନ ହୋଇଗଲେ ହାତର ମୁଠା ବା ଦାନ୍ତ ପ୍ରଭୃତି ନ ଫିଟିବା; ଶାଙ୍କୁଳି; ଜାବ —୧. The jumpikg of the hand or arms or fist round a thing held or clenched tightly,due to the holder becoming uncomscious; tightened grip of thearms or fingers.
- ୨. ରୋଗ ଯୋଗୁଁ ଦାନ୍ତର ଶାଙ୍କୁଳି ପଡ଼ିଯିବା — ୨. Lock-jaw.