Jump to content

ଜାପନ

ଉଇକିଅଭିଧାନ‌ରୁ

ଜାପନ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଜପ୍ ଧାତୁ ଣିଚ=ଜାପି ଧାତୁ+ଭାବ. ଅନ)

[ସମ୍ପାଦନା]
୧. ମନା କରିବା; ନାମଞ୍ଜୁର କରିବା — ୧. Rejection; deglining.
୨. ପ୍ରତ୍ୟାଖ୍ୟାନ —୨. Disavowal.
୩. ନିବର୍ତ୍ତନ —୩. Turning back; cessation.
୪. ନିଷ୍ପାଦନ —୪. Finishing; accomplicement; completion.