Jump to content

ଜାବଟ

ଉଇକିଅଭିଧାନ‌ରୁ

ଜାବଟ

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ଦେଶଜ - ବିଶେଷ୍ୟ - (ନାମ)

[ସମ୍ପାଦନା]

ବୃନ୍ଦାବନ ନିକଟସ୍ଥ ଗ୍ରାମବିଶେଷ — Name of a village near Bṛundābana in the district of Mattra.

ଅବନ୍ତୀ, ଗୋକୁଳ ଜାବଟରେ, ରହି କନ୍ୟାସ୍ପଦେ ଗୋକୁଳ ସମ୍ପଦେ ବୃତ୍ତି କଳ୍ପତରୁ ତଳରେ ଅଭିମନ୍ୟୁ. ବିଦଗ୍ଧ ଚିନ୍ତାମଣି

[ଦ୍ରଷ୍ଟବ୍ୟ —ଏଠାରେ ରାଧିକାଙ୍କର ପିତା ରାଜା ବୃଷଭାନୁଙ୍କ ବାସସ୍ଥାନ ଥିଲା]