ଜାବତା ନକଲ
ଦେଖଣା
ଜାବତା ନକଲ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଜାବତା ନକଲ
|
ବୈଦେଶିକ - ବିଶେଷ୍ୟ -
[ସମ୍ପାଦନା](ଅ;) (ଅଦାଲତଙ୍କ ନିୟମାନୁସାରେ ପ୍ରସ୍ତୁତ ନକଲ)-ଅଦାଲତଙ୍କ ସ୍ୱାକ୍ଷରିତ ବା ମୋହରମରା ପ୍ରତିଲିପି; ସହିମୋହରି ନକଲ — Certified copy of a document.
ଜାବତା ନକଲ
|
(ଅ;) (ଅଦାଲତଙ୍କ ନିୟମାନୁସାରେ ପ୍ରସ୍ତୁତ ନକଲ)-ଅଦାଲତଙ୍କ ସ୍ୱାକ୍ଷରିତ ବା ମୋହରମରା ପ୍ରତିଲିପି; ସହିମୋହରି ନକଲ — Certified copy of a document.