ଜାବାଳ
ଦେଖଣା
ଜାବାଳ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ଅଜ+ପାଳ; ନିପାତନ)
[ସମ୍ପାଦନା]- ୧. ଛେଳି ରଖୁଆଳ — ୧. A goat-herd.
- ୨. ଜାବାଳି (ଦେଖ) - ୨. Jābāḻi (See)
- ୩. (ଜାବାଳା+ଅପତ୍ୟାର୍ଥ. ଅ)—ଋଷିବିଶେଷ — ୩. Name of a sage.
[ଦ୍ରଷ୍ଟବ୍ୟ —ଏ ଜବାଳାନାମ୍ନୀ ଋଷିପତ୍ନୀଙ୍କ ପୁତ୍ର ଥିଲେ ଛନ୍ଦୋଗ୍ୟ ଉପନିଷଦରେ ଲେଖାଅଛି ଯେ ଏ ଋଷି ମାନଙ୍କଠାକୁ ବେଦଶିକ୍ଷା କରିବାକୁ ଯିବା ସମୟରେ ଋଷିମାନେ ତାଙ୍କୁ ତାଙ୍କ ପିତାଙ୍କ ନାମ ପଚାରିଲେ; ଏ ତାହା ଜାଣି ନ ଥିବାରୁ ଯାଇ ମାତାଙ୍କୁ ପଚାରିଲେ ମାତା କହିଲେ ମୁଁ ଯୌବନରେ ବହୁ ପୁରୁଷ ସଙ୍ଗମ କରିଥିଲି; ତୁମ୍ଭେ କାହା ଔରସ ମୁଁ କହିପାରିବି ନାହଁ ଏ ଫେରିଯାଇ ଋଷିଙ୍କୁ ସେହି କଥା କହିଲେ ଋଷି ଏହାଙ୍କ ସତ୍ୟବାଦିତାରେ ସନ୍ତୁଷ୍ଟ ହୋଇ ଏହାଙ୍କ ଉପନୟନ କର୍ମ କଲେ ଏହାଙ୍କର ଅନ୍ୟନାମ ସତ୍ୟକାମ—(ହିନ୍ଦୀ - ଶବ୍ଦସାଗର)]