Jump to content

ଜାବାଳି

ଉଇକିଅଭିଧାନ‌ରୁ

ଜାବାଳି

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - ପୁଂ. (ନାମ)

[ସମ୍ପାଦନା]
୧. ଋଷିବିଶେଷ — ୧. Name of a sage.

[ଦ୍ରଷ୍ଟବ୍ୟ —ଜାବାଳି କଶ୍ୟପବଂଶୀୟ ଥିଲେ ଏ ଦଶରଥଙ୍କ ଗୁରୁ ଓ ଜଣେ ମନ୍ତ୍ରୀ ଥିଲେ ରାମଚନ୍ଦ୍ରଙ୍କ ବନବାସ ସମୟରେ ଏ ଚିତ୍ରକୂଟକୁ ଯାଇ ବନରୁ ପ୍ରତ୍ୟାଗମନ କରିବାକୁ ରାମଚନ୍ଦ୍ରଙ୍କୁ ବୁଝାଇଲେ, କିନ୍ତୁ ଅକୃତକାର୍ଯ୍ୟ ହେଲେ ଏହାଙ୍କ ଉପଦେଶରେ ଚାର୍ବାକ ମତିର ଆଭାସ ଦେଖାଯାଏ—ହିନ୍ଦୀ - ଶବ୍ଦସାଗର]

୨. ସଂହିତାକାର ଋଷିବିଶେଷ —୨. Name of the author of a treatise on Hindu law.
୩. ଛଗୋପଜୀବୀ; ଛଗବ୍ୟବସାୟୀ; ଜାବାଳ — ୩. A person who rears goats for a living.