ଜାମାଜୋଡ଼
ଦେଖଣା
ଜାମାଜୋଡ଼
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା](ଜାମାଜୋଡ଼ା—ଅନ୍ୟରୂପ)
ଦେଶଜ - ବିଶେଷ୍ୟ -(ଫାରାସୀ - ଜାମା ଓ ସଂସ୍କୃତ - ଯୁଗ୍ମ)
[ସମ୍ପାଦନା]- ୧. କୁର୍ତ୍ତା ଓ ଜୋତା —୧. ୧. Coat and shoes.
- ୨. ମନୁଷ୍ୟ ପିନ୍ଧିବା କୁରୁତା (ଜାମା) ଓ ଲୁଗା ଚାଦର (ଜୋଡ଼) —୨. Coat and pair of cloths put on by a person.
- ୩. ପୋଷାକ —୩. Dress.
- ୪. ପୋଷାକଦ୍ୱାରା ସଜ୍ଜା —୪. Equipment.
ଅନୁବାଦ
[ସମ୍ପାଦନା]ଜାମାଜୋଡ଼
|
ଦେଶଜ - ବିଶେଷଣ -
[ସମ୍ପାଦନା]କୁର୍ତ୍ତା ଓ ଜୋତାଦ୍ୱାରା ସୁସଜ୍ଜିତ; ଲମ୍ୱଶାଟପଟାକୃତ —Dressed from top to toe; dressed from head to foot.