ଜାମାତା
ଦେଖଣା
ଜାମାତା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷ୍ୟ - ପୁଲିଙ୍ଗ - (ଜାୟା=ସ୍ତ୍ରୀ+ମା ଧାତୁ=ଗ୍ରହଣ କରିବା+କର୍ତ୍ତୃ ତୃ; ୧ମା. ୧ବ)
[ସମ୍ପାଦନା]- ୧. ଜୁଆଇଁ; କନ୍ୟାର ସ୍ୱାମୀ — ୧. Son-in-law.
- ୨. ସ୍ୱାମୀ —୨. Husband.
- ୩. ସୂର୍ଯ୍ୟମୁଖୀ ଫୁଲ —୩. Sunflower (Apte).
- ୪. ପ୍ରଭୁ; ଖାମିନ୍ଦ —୪. Lord; master (Apte).
- ୫. (ଜ=ସୂର୍ଯ+ଆ+ମା ଧାତୁ=ମାପିବା+କରଣେ. ତୃ) ସୂର୍ଯ୍ୟର ପରିଧି —୫. The orb or circumference of the sun.