ଜାମି
ଦେଖଣା
ଜାମି
ଉଚ୍ଚାରଣ
[ସମ୍ପାଦନା](ଜାମୀ—ଅନ୍ୟରୂପ)
ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ. (ଜନ୍ ଧାତୁ= ଉତ୍ପନ୍ନ ହେବା+କର୍ତ୍ତୃ. ମି)
[ସମ୍ପାଦନା]- ୧. ଭଗିନୀ; ଭଉଣୀ —୧. Sister.
- ୨. ଦୁହିତା; ଝିଅ; କନ୍ୟା — ୨. Daughter.
- ୩. ପୁତ୍ରବଧୂ; ବୋହୁ —୩. Daughter-in-law.
- ୪. କୁଳବଧୂ; କୁଳକାମିନୀ —୪. A respectable and virtuous lady; house-wife.
- ୫. ପବିବ୍ରତା ସ୍ତ୍ରୀ —୫. A chaste woman.
- ୬. ଆପଣାର ଗୋତ୍ରୀୟ ବା ସମ୍ୱନ୍ଧଯୁକ୍ତା ସ୍ତ୍ରୀ — ୬. A woman related to one's self.
[ଦ୍ରଷ୍ଟବ୍ୟ —ସମ୍ଭବତଃ ଓଡ଼ିଶାର ରାଜପରିମାନଙ୍କରେ କନ୍ୟା— ବାଚକ 'ଜେମା' ଶବ୍ଦର ଅପଭ୍ରଂଶ]
ପ୍ରାଦେଶିକ - (ଗଞ୍ଜାମ)—ବି
[ସମ୍ପାଦନା]ପିଜୁଳି; ଚାଉଳିଆ —Guava.