ଜାମିତ୍ର
ଦେଖଣା
ଜାମିତ୍ର
ଉଚ୍ଚାରଣ
[ସମ୍ପାଦନା](ଯାମିତ୍ର—ଅନ୍ୟରୂପ)
ସଂସ୍କୃତ - ବିଶେଷ୍ୟ - (ଜାମି=ସ୍ତ୍ରୀ+ତ୍ରୈ ଧାତୁ=ତ୍ରାଣ କରିବା+ କର୍ତ୍ତୃ. ଅ; ଏହି ଅର୍ଥରେ ତୁଳ. ଗ୍ରୀକ. ଡ଼ାଇଆମେଟ୍ରନ)
[ସମ୍ପାଦନା](ଫଳିତ ଜ୍ୟୋତିଷ) ଲଗ୍ନର ସପ୍ତମ ସ୍ଥାନ — (astrology) The ୭th house from one's natal sign.
[ଦ୍ରଷ୍ଟବ୍ୟ —ମତାନ୍ତରେ ଏହି ଶବ୍ଦ 'ଜାୟାମିତ୍ର' ଶବ୍ଦରୁ ନିଷ୍ପନ, କାରଣ ଲଗ୍ନରେ ୭ମ ସ୍ଥାନ ସ୍ତ୍ରୀର ଭାଗ୍ୟସୂଚନା କରେ]