Jump to content

ଜାମିତ୍ରବେଧ

ଉଇକିଅଭିଧାନ‌ରୁ

ଜାମିତ୍ରବେଧ

ଉଚ୍ଚାରଣ

[ସମ୍ପାଦନା]

(ଯାମିତ୍ରବେଧ—ଅନ୍ୟରୂପ)

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

(ଫଳିତ ଜ୍ୟୋତିଷ) ପାପଗ୍ରହର ୭ମ ସ୍ଥାନରେ ଚନ୍ଦ୍ରଙ୍କ ଅବସ୍ଥିତି ରୂପ ଅଶୁଭ ଯୋଗ — (astrology) The conjuction of the planet moon with the ୭th house of an inauspicious planet.

[ଦ୍ରଷ୍ଟବ୍ୟ —ଏ ଯୋଗରେ ବିବାହାଦି ଶୁଭକର୍ମ ନିଷିଦ୍ଧ; ଯେଉଁ ସମୟରେ ନକ୍ଷତ୍ରର ରାଶିଠାରୁ ୭ମ ରାଶିରେ ସୂର୍ଯ୍ୟ, ଶନି ବା ମଙ୍ଗଳ ଥାଆନ୍ତି ସେହି ସମୟରେ ଜାମିତ୍ରବେଧ ହୁଏ କେତେକ ପଣ୍ଡିତଙ୍କ ମତରେ ଚନ୍ଦ୍ରର ୭ମ ସ୍ଥାନରେ ପାପ ଗ୍ରହ ଥିଲେ ଜାମିତ୍ରବେଧ ହୁଏ କିନ୍ତୁ ଯେବେ ଚନ୍ଦ୍ର ଆପଣା ମୂଳତ୍ରିକୋଣରେ ବା କ୍ଷେତ୍ରରେ ବା ଶୁଭଗ୍ରହର କ୍ଷେତ୍ରରେ ଥାଆନ୍ତି କିମ୍ୱା ପୂର୍ଣ୍ଣଚନ୍ଦ୍ର ଆପଣା କ୍ଷେତ୍ରରେ ବା ଶୁଭଗ୍ରହର କ୍ଷେତ୍ରରେ ଥାଆନ୍ତି ତେବେ ଜାମିତ୍ରବେଧରେ ଦୋଷ ରହେ ନାହିଁ ହିନ୍ଦୀ - ଶବ୍ଦସାଗର]