ଜାମୁକି ନଳି
(ଜାମୁକିବନ୍ଧୁକ—ଅନ୍ୟରୂପ)
ଯେଉଁ ବନ୍ଧୁକର ପାର୍ଶ୍ୱସ୍ଥ ଛିଦ୍ରରେ ଶଳିତା (ଅଗ୍ନିଶଳାକା)ଦ୍ୱାରା ଅଗ୍ନି ପ୍ରୟୋଗ କରାଯାଏ — Match-lock (gun)