ଜାମୁଡାଳି
ଜାମୁଗଛର ନାଲି କଅଁଳ ପତ୍ର ଓ ଶିଖାଯୁକ୍ତ ସାନ ଡାଳ —A small branch of jāmu tree with red tender shoots and leaves attached to it.
[ଦ୍ରଷ୍ଟବ୍ୟ —ଏହାକୁ ପିଲାମାନେ ଓ ଅନାର୍ଯ୍ୟ ବନ୍ୟ ପୁରୁଷମାନେ ମୁଣ୍ଡର ପାଗ ଉପରେ ଓ ସ୍ତ୍ରୀମାନେ ଜୁଡ଼ାରେ ଖୋସନ୍ତି]