ଜାମୁଡାଳି ନାଚ
ଆଦିମ ଅଧିବାସୀଙ୍କ ମଧ୍ୟରେ ପ୍ରଚଳିତ ନୃତ୍ୟବିଶେଷ —A kind of dancing performed by aborigines.
ଶଉରୁଣୀଙ୍କର ଜାମୁଡ଼ାଳି ନାଚ, କେଳାର ହାବୁଡ଼ା ଖେଳ— ନନ୍ଦକିଶୋର. ନିର୍ଝରିଣୀ
[ଦ୍ରଷ୍ଟବ୍ୟ —ଏଥିରେ ନାଚୁଣୀମାନେ ଜାମୁଡ଼ାଳି ହାତରେ ଧରି ବା ଜୁଡ଼ାରେ ଖୋସି ନାଟ କରନ୍ତି]