ଜାମୋଚ୍
ଗୁଳ୍ମବିଶେଷ — Rhabeda Lycioides.
[ଦ୍ରଷ୍ଟବ୍ୟ —ଏହା ୨ ଫୁଟଠାରୁ ୪ ଫୁଟ ଉଚ୍ଚ ହୁଏ ଏହାର ଡ଼ାଳ ଭାରି ଚେମେଡ଼ା; ଫୁଲ ନାଲିଆ ଓ କୋଳି ନାରଙ୍ଗିବର୍ଣ୍ଣ ଏହାର ବକଳାର ତନ୍ତୁରେ ଦଉଡ଼ି ହୁଏ ଏହା ନଦୀର କଙ୍କରମୟ ଗର୍ଭରେ ଜନ୍ମେ]