ଜାମ୍ରୁଲ୍
ଦେଖଣା
ଜାମ୍ରୁଲ୍
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା](ଜାମ୍ରୋଲ୍—ଅନ୍ୟରୂପ)
ବୈଦେଶିକ - ବିଶେଷ୍ୟ - (ଇଂରାଜୀ - ଜାମ୍ୱୋଲାନା; ତୁଳ. ସଂସ୍କୃତ - ଜମ୍ୱୁ)
[ସମ୍ପାଦନା]ଜମ୍ୱୁକାଦି ବର୍ଗର ଉଦ୍ୟାନଜାତ ଫଳତରୁବିଶେଷ — Eugeniā Alba
[ ଦ୍ର—ଏ ଗଛ ପ୍ରଥମେ ମାଳଦ୍ୱୀପରୁ ଭାରତକୁ ଆନୀତ ହୋଇଥିଲା ଏହା ବର୍ଷା ଋତୁରେ ଫଳ ଧରେ; ଫଳ ଧଳା ଓ ମସୃଣ ଏହାକୁ ଚୋବାଇଲେ ଏଥିରୁ ସୁସ୍ୱାଦୁ ରସ ବାହାରେ]