ଜାମ୍ସେଦ୍ଜୀ ଟାଟା
ଦେଖଣା
ଜାମ୍ସେଦ୍ଜୀ ଟାଟା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଜାମ୍ସେଦ୍ଜୀ ଟାଟା
|
ଦେଶଜ - ବିଶେଷ୍ୟ - (ନାମ)
[ସମ୍ପାଦନା]ବମ୍ୱେ ଅଞ୍ଚଳର ଜଗଦ୍ୱିଖ୍ୟାତ ସ୍ୱର୍ଗୀୟ ପାର୍ସୀ ବଣିକ —Sir Jāmsedjee Tata; the late Parsi capitalist of Bombay.
[ ଦ୍ର—ଏ ସିଂହଭୂମ ଅନ୍ତର୍ଗତ କାଳିମାଟିନାମକ ନଗରରେ ପ୍ରତିଷ୍ଠିତ ଲୌହକାରଖାନାର ସ୍ୱତ୍ୱାଧିକାରୀ ଓ ପ୍ରତିଷ୍ଠାତା ତାଙ୍କ ନାମାନୁସାରେ ଏହି ନଗରର ନାମ ଜାମସେଦ୍ପୁର ବା ଟାଟା— ନଗର ହୋଇଅଛି]