ଜାମ୍ୱବ
ଦେଖଣା
ଜାମ୍ୱବ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ଜମ୍ୱୁ+ଫଳାର୍ଥେ. ଅ)
[ସମ୍ପାଦନା]- ୧. ଜାମୁକୋଳି — ୧. Black-berry.
- ୨. ଜାମ୍ୱୁନଦ; ସୁନା —୨. Gold.
- ୩. ରାମାୟଣବର୍ଣ୍ଣିତ ଭାଲୁମାନଙ୍କ ରାଜା; ଜାମ୍ୱବାନ୍ — ୩. Jāmbabān, the king of bears (mentioned in the Rāmāyaṇa).
- ୪. ଜାମୁକୋଳିରୁ ପ୍ରସ୍ତୁତ ମଦ — ୪. Spirit distilled from back berries.