Jump to content

ଜାମ୍ୱବତୀ

ଉଇକିଅଭିଧାନ‌ରୁ

ଜାମ୍ୱବତୀ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. (ନାମ) (ଜାମ୍ୱବତ୍+ଅପତ୍ୟାର୍ଥରେ. ଅ+ସ୍ତ୍ରୀ. ଈ)—ଶ୍ରୀକୃଷ୍ଣଙ୍କର ରାଣୀବିଶେଷ — ୧. Name of a queen of Ṡrīkṛushṇa.

[ଦ୍ରଷ୍ଟବ୍ୟ —ଶ୍ରୀକୃଷ୍ଣ ସ୍ୟମନ୍ତକ ମଣି ପାଇଁ ଏହାଙ୍କ ପିତା ଜାମ୍ୱବାନଙ୍କ ସଙ୍ଗେ ଯୁଦ୍ଧ କରି ତାହଙ୍କୁ ପରାସ୍ତ କରିବାରୁ ଜାମ୍ୱବାନ୍ ସ୍ୟମନ୍ତକ ମଣି ସହିତ ଆପଣା କନ୍ୟା ଜାମ୍ୱବତୀଙ୍କୁ ଶ୍ରୀକୃଷ୍ଣଙ୍କ ହସ୍ତରେ ଅର୍ପଣ କଲେ ଜାମ୍ୱବତୀଙ୍କ ଗର୍ଭରୁ 'ଶାମ୍ୱ' ଜନ୍ମିଥିଲେ]

୨. ନାଗଦମନୀ (ଦେଖ) - (ହିନ୍ଦୀ - ଶବ୍ଦସାଗର) ୨. Nāga-damanī (See)