Jump to content

ଜାମ୍ୱୁମାଳୀ

ଉଇକିଅଭିଧାନ‌ରୁ

ଜାମ୍ୱୁମାଳୀ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ନାମ)

[ସମ୍ପାଦନା]

ହନୁମାନ୍ ରାବଣର ଅଶୋକ ବନକୁ ଉଜାଡ଼ିବା ସମୟରେ ହନୁମାନ୍ଦ୍ୱାରା ହତ ପ୍ରହସ୍ତ ନାମକ ଅସୁରର ପୁତ୍ର —Name of the son of demon Prahasta killed by Hanumān.