ଜାର
(ଜାରିଣୀ—ସ୍ତ୍ରୀ)
ପରପୁରୁଷ; ଉପପତି; ଗୁପ୍ତ ପତି; ବ୍ୟଭିଚାରୀ ବ୍ୟକ୍ତି —An illicit lover; a gallant; a secret lover of a married woman; a paramour; adulterer.