Jump to content

ଜାରକ

ଉଇକିଅଭିଧାନ‌ରୁ

ଜାରକ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ଜୃ ଧାତୁ+କର୍ତ୍ତୃ. ଅକ)

[ସମ୍ପାଦନା]

ଯାହା ଜୀର୍ଣ୍ଣ କରେ; ଜୀର୍ଣ୍ଣକାରକ; ପରିପାଚକ; ହଜମୀ —Promoting digestion; digestive.

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ଜୀର୍ଣ୍ଣକାରକ ଔଷଧ; ହଜମୀ ଗୁଳା — Digestive preparation.