Jump to content

ଜାରକ କାଗଜୀ

ଉଇକିଅଭିଧାନ‌ରୁ

ଜାରକ କାଗଜୀ

ଉଚ୍ଚାରଣ

[ସମ୍ପାଦନା]

(ଜାରକ ଲେମ୍ୱୁ—ଅନ୍ୟରୂପ)

  • (file)
  • (file)

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ଜୁଆଣୀ ମିଶାଇ ଲେମ୍ୱୁର ରସଦ୍ୱାରା ଜାରଣ କରି ପ୍ରସ୍ତୁତ କରାଯାଇ ଥିବା ଲେମ୍ୱୁ ବା କାଗଜିର ଆଚାର —Pickled lime and aniseed used as a digestive preparation.