Jump to content

ଜାରଜ

ଉଇକିଅଭିଧାନ‌ରୁ

ଜାରଜ

ଉଚ୍ଚାରଣ

[ସମ୍ପାଦନା]
(ଜାରଜା—ସ୍ତ୍ରୀ) 

ସଂସ୍କୃତ - ବିଶେଷ୍ୟ - ପୁଲିଙ୍ଗ - (ଜାର=ଉପପତି+ଜନ ଧାତୁ+କର୍ତ୍ତୃ. ଅ; ଯେ ପରପୁରୁଷ ଔରସରେ ଜନ୍ମେ)

[ସମ୍ପାଦନା]

ବେଜନ୍ମା, ବେଧଫଳ — Illegitimate son.

ସଂସ୍କୃତ - ବିଶେଷଣ - ପୁଂ.

[ସମ୍ପାଦନା]

କ୍ଷେତ୍ରଜ (ସନ୍ତାନ) — Illegitimate; adulterine; bastard.

[ଦ୍ରଷ୍ଟବ୍ୟ —ହିନ୍ଦୁ ସ୍ମୃତି ଅନୁସାରେ ଜାରଜଙ୍କୁ ୨ ଶ୍ରେଣୀରେ ବିଭକ୍ତ କରାଯାଇ ଅଛି ବିବାହିତ ପତିଙ୍କ ଜୀବନକାଳରେ ପରପୁରୁଷ ଔରସ ସନ୍ତାନକୁ କୁଣ୍ଡ ଓ ବିଧବା ଗର୍ଭରେ ପରପୁରୁଷ ଔରସ ସନ୍ତାନକୁ ଗୋଳକ ବୋଲାଯାଏ ଜାରଜପୁତ୍ର କୌଣସି ଧର୍ମକାର୍ଯ୍ୟ ସାଧନ ବା ପିଣ୍ଡଦାନରେ ଅଧିକାରୀ ନୁହେ ]