ଜାରଣ
ଦେଖଣା
ଜାରଣ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷ୍ୟ - (ଜୃ ଧାତୁ ଣିଚ୍; ଜାରି ଧାତୁ+ଭାବ. ଅନ)
[ସମ୍ପାଦନା]- ୧. କ୍ଷୟକରଣ —୧. Causing decay.
- ୨. ଘନ ପଦାର୍ଥ ତରଳ ପଦାର୍ଥରେ ମିଳାଇ ଯିବା — ୨. Being dissolved.
- ୩. ପରିପାକ କରଣ; ପାଣିରେ ମିଳାଇଦେବା — ୩. Act of dissolving a thing in a liquid.
- ୪. ଜୀର୍ଣ୍ଣକରଣ —୪. Digesting.
- ୫. ଧାତୁଦ୍ରବ୍ୟାଦିର ମାରଣ ବା ଶୋଧନ — ୫. The process of oxidising metals for medicinal purposes.
- ୬. ଔଷଧାର୍ଥ ପାରା ଧାତୁର ଏକାଦଶ ସଂସ୍କାର — ୬. The eleventh process of refining quicksilver.
- ୭. ଭସ୍ମକରଣ —୭. Oxidation; reduction touction to ashes.
ସଂସ୍କୃତ - ବିଶେଷଣ - (+କର୍ତ୍ତୃ. ଅନ)
[ସମ୍ପାଦନା]ଜୀର୍ଣ୍ଣକାରକ —Digestive.