Jump to content

ଜାରଣ ମାରଣ

ଉଇକିଅଭିଧାନ‌ରୁ

ଜାରଣ ମାରଣ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଜାରଣ+ସଂସ୍କୃତ - ମାରଣ; ଏକାର୍ଥକ ସହଚର)

[ସମ୍ପାଦନା]
୧. ଧାତୁଦ୍ରବ୍ୟାଦିର ଶୋଧନ — ୧. Process of oxidising or refining metals for medicinal purposes.

[ଦ୍ରଷ୍ଟବ୍ୟ —ସ୍ୱର୍ଣ୍ଣ, ରୌପ୍ୟ, ପାରା ଆଦି ଧାତୁକୁ ଆୟୁର୍ବେଦୋକ୍ତ ବୈଜ୍ଞାନିକ ପ୍ରକ୍ରିୟାଦ୍ୱାରା ଜାରଣ ବା ଶୋଧନ କଲେ ତାହା ଔଷଧ— ରୂପେ ମନୁଷ୍ୟର ନାନାଭାବରେ ଉପକାର କରେ; କିନ୍ତୁ ଶୋଧିତ ନ ହୋଇ ବ୍ୟବହୃତ ହେଲେ ମନୁଷ୍ୟଶରୀରରେ ନାନା ଅପକାର

ଘଟାଏ ବୈଜ୍ଞାନିକ ପ୍ରକ୍ରିୟାରେ ଜାରିତ ଧାତୁକୁ ଭସ୍ମ ବୋଲା ଯାଏ ] 
୨. (ଲକ୍ଷଣାର୍ଥ) କୌଣସି ବ୍ୟକ୍ତିକୁ ଆୟତ୍ତ କରିବା ସକାଶେ ନରମ ଗରମ, ସତ୍ ଅସତ୍ ସବୁ ପ୍ରକାର ଉପାୟ — ୨. All conceivable means (fair or foul) of bringing a person under control.