Jump to content

ଜାରାଶବର

ଉଇକିଅଭିଧାନ‌ରୁ

ଜାରାଶବର

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ଦେଶଜ - ବିଶେଷ୍ୟ - (ନାମ) (ସଂସ୍କୃତ - ଜରା)

[ସମ୍ପାଦନା]

ଯେଉଁ ଶବରର ବାଣ ଶ୍ରୀକୃଷ୍ଣଙ୍କ ପାଦରେ ବାଜିବାରୁ ତାହାଙ୍କର ମୃତ୍ୟୁ ଘଟିଥିଲା —Name of a fowler who unwittingly caused the death of Ṡrīkṛushṇa by aiming an arrow and hitting his toe, mistaking it for a deer.