ଜାରିବା
ଦେଖଣା
ଜାରିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - କ୍ରି. (ସଂସ୍କୃତ - ଜୃ ଧାତୁ)
[ସମ୍ପାଦନା]- ୧. ଜାରଣ କରିବା; ଧାତୁଦ୍ରବ୍ୟାଦି ଶୋଧନ କରିବା — ୧. To reduce or purify metals for medicinal purposes.
- ୨. ଧାତୁ ଆଦି ଭସ୍ମ କରିବା —୨. To reduce to ashes; to oxidise; to calcine.
- ୩. ତୈଳ ଆଦିକୁ ଉତ୍ତାପରେ ଜଳହୀନ କରିବା — ୩. To heat oil etc. over fire so as to cause the water dissolved in it to evaporate.
- ୪. ଜୀର୍ଣ୍ଣ କରିବା —୪. To digest.
- ୫. ଘନ ପଦାର୍ଥକୁ ପାଣିରେ ମିଳାଇବା — ୫. To dessolve.
- ୬. ନିସ୍ତେଜ କିରବା —୬. To make powerless.
ମାର ସୁକୁମାର କୁସୁମ କଞ୍ଚାରି ଜାରି ଲୋଡ଼ଇ ଏହା ସୁମରି ମରି ଭଞ୍ଜ. ପ୍ରେମସୁଧାନିଧି
- ୭. (ଲକ୍ଷଣାର୍ଥ) ଉପଯୁକ୍ତ ଶାସ୍ତି ଦେବା; ଜବତ୍ କରିବା — ୭. To teach a lesson by punishing.
ହରିଲେ ସକଳ ମନ ଜାରିଲେ ଗାରିମା ଜନ ପ୍ରାଚୀ. ରହସ୍ୟମଞ୍ଜରୀ