ଜାରି କରିବା
ଦେଖଣା
ଜାରି କରିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. କାର୍ଯ୍ୟରେ ପରିଣତ କରିବା — ୧. To put in to a force; to carry a thing in to action.
(ଯଥା—ପିଆଦା ଆସି ଡିଗ୍ରିକୁ ଜାରି କରିଦେଇଗଲା)
- ୨. ପ୍ରଚାର କରିବା —୨. To serve.
(ଯଥା— ପିଆଦି ନୋଟିସ ଜାରି କରିବାକୁ ଯାଇଅଛି)
- ୩. ପ୍ରବର୍ତ୍ତନ କରିବା —୩. To inaguraute.
- ୪. କଡ଼ାକଡ଼ି ନିୟମ ପ୍ରଚାର କରିବା — ୪. To promulgate hard and fast rules.
- ୫. ପ୍ରତିଷ୍ଠିତ କରିବା —୫. To establish.
ତୁମ୍ଭ ପରେ କରେ ପ୍ରଣୟନ ଜାରି ରାଧାନାଥ ଦରବାର
- ୬. ଜବତ୍ କରିବା; ଦଣ୍ଡ ଆଦି ଦେଇ ଆୟତ୍ତ କରିବା — ୬. To teach a lesson by punishing.