ଜାରୁଲ୍
ଦେଖଣା
ଜାରୁଲ୍
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ -
[ସମ୍ପାଦନା]ଆସାମ, ଚଟ୍ଟଗ୍ରାମ ଓ ବ୍ରହ୍ମଦେଶରେ ଜାତ ପ୍ରସିଦ୍ଧ କାଠଗଛ —A kind of timber tree; Toon wood; Larger Stroemina Flosreginae.
[ଦ୍ରଷ୍ଟବ୍ୟ — ଏହା ଧାତକ୍ୟାଦି ବର୍ଗର ପୁଷ୍ପତରୁବିଶେଷ; ଏହାର ଫୁଲ ବଡ଼ବଡ଼ ଓ ପ୍ରାୟ ୩ ଆଙ୍ଗୁଳ ଚଉଡ଼ା ଏ କାଠ କଲିକତାରେ ମିଳେ ଏହା ବଡ଼ ଟାଣ ଏଥିରେ ଚଉକି, ଆଲମାରି, ମେଜ ଇତ୍ୟାଦି ଗୃହୋପକରଣ, କଡ଼ିକାଠ ଓ ବରଗା ହୁଏ]