Jump to content

ଜାର୍କରେଈ ପାର୍କରେଈ

ଉଇକିଅଭିଧାନ‌ରୁ

ଜାର୍କରେଈ ପାର୍କରେଈ

ଉଚ୍ଚାରଣ

[ସମ୍ପାଦନା]

ଗ୍ରାମ୍ୟ - ବିଶେଷଣ - ସ୍ତ୍ରୀ (ସ୍ତ୍ରୀମାନଙ୍କ ଭାଷା)

[ସମ୍ପାଦନା]

ଯେ ଅନ୍ୟକୁ ବିପଦରେ ପକାଇ ପୁଣି ତାକୁ ବିପଦରୁ ପାର କରାଇ ନିଜର ବାହାଦୁରି ଦେଖାଇ ହୁଏ; ଯେ ଡାହାଣୀ ହୋଇ ଲାଗେ ଓ ଗୁଣିଆଁ ହୋଇ ଝାଡ଼େ —(a woman) Who can cause some one to be accused and at the same time can save her out of the difficulty.