Jump to content

ଜାଲକୀଟ

ଉଇକିଅଭିଧାନ‌ରୁ

ଜାଲକୀଟ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ମ. ପ. ଲୋ.; ଜାଳ+ କୀଟ)

[ସମ୍ପାଦନା]
୧. ବୁଢୢଆଣୀ; ମାକଡ଼ସା; ଊର୍ଣ୍ଣନାଭ —୧. Spider.
୨. ବୁଢ଼ିଆଣୀର ଜାଲରେ ପଡ଼ିବା କୀଟ (ହିନ୍ଦୀ - ଶବ୍ଦସାଗର) — ୨. An insect which becomes entangled in a spider's web.