ଜାଲଗଣ୍ଠି
ଦେଖଣା
ଜାଲଗଣ୍ଠି
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ବର୍ଷାୟୁ ତୃଣବିଶେଷ — ୧. A long creeping grass. Panicum Javanicum.;
[ଦ୍ରଷ୍ଟବ୍ୟ —ଏହା ଶୁଆଁପରି ଏକପ୍ରକାର ଘାସ; ଲଟେଇ ଲଟେଇ ମାଡ଼େ ଓ ଦେଢ଼ ବା ଦୁଇ ହାତ ଲମ୍ୱ ହୁଏ]
- ୨. ଜାଲର ଘରାମାନଙ୍କ ଶେଷରେ ପଡ଼ିଥିବା ଗଣ୍ଠି — ୨. Knots at the corners of the squares of a net.
ଦେଶଜ - ବିଶେଷଣ -
[ସମ୍ପାଦନା]ଜାଲ୍ଜାଲିଆ (ଦେଖ) - Jāl-jāliā (See)