ଜାଲଗର୍ଦଭ
ଚର୍ମରୋଗବିଶେଷ; ବିସର୍ପ ରୋଗ — Cutaneous erysipelas.
[ଦ୍ରଷ୍ଟବ୍ୟ —ଏଥିରେ ଦେହର ସ୍ଥାନବିଶେଷ ଫୁଲିଯାଏ ଓ ପୀଡ଼ା କରେ ଓ ଜର ହୁଏ]