ଜାଲତି
ଦେଖଣା
ଜାଲତି
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ସଂସ୍କୃତ - ଜାଳ)
[ସମ୍ପାଦନା]- ୧. ଛୋଟ ଜାଲ — ୧. Small net.
- ୨. ବାଦୁଡ଼ିଆଦିଙ୍କ ଆକ୍ରମଣରୁ ଗଛର ଫଳକୁ ରକ୍ଷା କରିବା ନିମନ୍ତେ ଗଛ ବା ଫଳ ଉପରେ ଘେରା ହେବା ଜାଲ — ୨. Net-work put over trees or fruits to protect them from depredations of bats.
- ୩. ଆମ୍ୱ ଆଦି ଫଳ ତୋଳିବା ନିମନ୍ତେ ଆଙ୍କୁଡ଼ି ଅଗରେ ବନ୍ଧା ହୋଇଥିବା ଜାଲର ପାଚିଆ; ଖୁଣ୍ଟୁଣୀ ଜାଲ — ୩. A net-work basket or pouch attached to the top of a pole to pluck fruits (which fall into it instead of falling on the ground from high).
- ୪. କୁକୁର, ଗୋରୁ ଆଦିଙ୍କ ମୁହଁରେ ବନ୍ଧା ହେବା ଜାଲି— କାମର ପାଚିଆ; ବାଆଁରା; ଗୋମେଷାଦି ପଶୁଙ୍କ ତୁଣ୍ଡୀ; ପଶୁମାନଙ୍କ ମୁହଁ ଓ ନାକ ଢାଙ୍କିବା ଜାଲ — ୪. Netted muzzle tied to the mouth of dogs or cattle to prevent them from using their mouth.