ଜାଲପାଦ
ଦେଖଣା
ଜାଲପାଦ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ବ୍ରହୁବ୍ରୀହି; ଜାଲ+ପାଦ)
[ସମ୍ପାଦନା]- ୧. ହଂସ — ୧. Swan.
- ୨. ହଂସପାଦର ଆଙ୍ଗୁଳି ପରି ଯୁକ୍ତାଙ୍ଗୁଳି ଜୀବ; ଲିପ୍ତପଦ ଜୀବ —୨. web-footed birds and animals.
- ୩. ଶରାଳି ପକ୍ଷୀ (ପ୍ରକୃତିବାଦ) — ୩. A kind of gander.
- ୪. (ନାମ) ଜାବାଳି ଋଷିଙ୍କର ଏକ ଶିଷ୍ୟ — ୪. The name of a disciple of sage Jābāḻi.
ସଂସ୍କୃତ - ବିଶେଷଣ -
[ସମ୍ପାଦନା]ଯାହାର ପାଦର ଆଙ୍ଗୁଠିଯାକ ପରସ୍ପର ସହିତ ଲାଗି ରହିଥାଏ (ସିନ୍ଧୁ ଘୋଟକ. ସିଲ୍ ପ୍ରଭୃତି ଜୀବ); ହିଂସପାଦିଆ —Web-footed.