Jump to content

ଜାଲିନଥ

ଉଇକିଅଭିଧାନ‌ରୁ

ଜାଲିନଥ

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ଅନୁବାଦ

[ସମ୍ପାଦନା]

(ଜାଳିନୋଥ, ଜାଲିଲୋଥ—ଅନ୍ୟରୂପ)

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ସ୍ତ୍ରୀମାନଙ୍କର ନାସିକାର ବାମ ପୁଡ଼ାରେ ପିନ୍ଧା ଯିବା ଜାଲିକାମବିଶିଷ୍ଟ ଚକ୍ରାକାର ମୂଦ୍ରିକାତୁଲ୍ୟ ଅଳଙ୍କାରବିଶେଷ; ଦକ୍ଷିଣୀ ନୋଥ —A nose-ring of filigree work.