Jump to content

ଜାଲିପଟିଆମ

ଉଇକିଅଭିଧାନ‌ରୁ

ଜାଲିପଟିଆମ

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ସ୍ତ୍ରୀମାନଙ୍କର କାନର ତାରକସି କାମର ଅଳଙ୍କାରବିଶେଷ; ସଛିଦ୍ର କାପ —A kind of filigree-work earring worn by females.

ସୁନା ମଲ୍ଲିକଢ଼ୀ ଫୁଲ ନାଲି ପଟିଆମ, ବାଳାର କରିଛି ଶ୍ରବଣକୁ ମନୋରମ ଯେ ଭଞ୍ଜ. ଲାବଣ୍ୟବତୀ