ଜାଲ୍ଜାଲିଆ
ଦେଖଣା
ଜାଲ୍ଜାଲିଆ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା](ଜାଲଜାଲୁଆ—ଅନ୍ୟରୂପ)
ଦେଶଜ - ବିଶେଷଣ - (ସଂସ୍କୃତ - ଜାଳ=ଜାଲ)
[ସମ୍ପାଦନା]- ୧. ଜାଲପରି ଦିଶୁଥିବା; ଝଲରା — ୧. Looking like a net; netlike; netted.
- ୨. ଜାଲୁଜାଲୁଆ; ଅସ୍ପଷ୍ଟ ଦେଖାଯିବା — ୨. Seen indistinctly.
- ୩. ସ୍ପଷ୍ଟରୂପେ ଦେଖିପାରୁ ନ ଥିବା (ଚକ୍ଷୁ) — ୩. Dim-sighted (eye).
- ୪. ଉପରେ ଜାଲପରି ସରୁ ଆବରଣ ଥିବା — ୪. Filmy; reticulated.
- ୫. ଜାଲମୟ; ଛନ୍ଦଣିମନ୍ଦଣି — ୫. Knotty, complicated; twisted with one another; overtangled.