Jump to content

ଜାଲ ପକେଇବା

ଉଇକିଅଭିଧାନ‌ରୁ

ଜାଲ ପକେଇବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]
୧. ମାଛ ଧରିବାପାଇଁ ପୋଖରୀ ଆଦି ଜଳାଶ୍ରୟରେ ଜାଲ ବିସ୍ତାର କରିବା — ୧. To cast nets for fishing.
୨. (ଲକ୍ଷଣାର୍ଥ) ଅନିଶ୍ଚିତ ବସ୍ତୁ ମିଳିବା ଉଦ୍ଦେଶ୍ୟରେ ଉଦ୍ୟମ କରିବା —୨. (figurative) To try to secure an uncertain thing.